ନଳ ଗୁଞ୍ଜିବା Naḻa gun̄jibā

  • ଦେ. ବି — (କେଳା) ପକ୍ଷୀକୁ ଧରିବା ନିମନ୍ତେ ଏକାଧିକ ନଳକୁ ପରସ୍ପର ଯୁକ୍ତ କରିବା — (said of a fowler) To set the Naḻa staffs one at the end of another to catch a bird
  • ଦେ. ବି — (ଲକ୍ଷଣାର୍ଥ) ଉପାୟ ଉଦ୍ଭାବନ କରିବା — (fig) To devise a plan