ନଳ କରିବା Naḻa karibā

  • ଦେ. କ୍ରି—(ମାଦଳାପାଞ୍ଜି) — ନଳିବା; ଜମିକୁ ନଳ ବା ପଦିକାଦ୍ୱାରା ମାପିବା — To measure a plot of land with the measuring rod