ନର୍ମ୍ମାଲ୍ ଟ୍ରେନିଙ୍ଗ୍ Narmmāl ṭreniṅg
- ବୈଦେ. (ଇଂ)ବି — ନର୍ମ୍ମାଲସ୍କୁଲରେ ଶିକ୍ଷକମାନଙ୍କୁ ଶିକ୍ଷା ଦେବାପାଇଁ ଶିକ୍ଷା ଦିଆଯିବା — Normal training; the training of a teacher in a Normal School
- ବୈଦେ. (ଇଂ) ବିଣ — ନର୍ମ୍ମାଲ ସ୍କୁଲରେ ଶିକ୍ଷାପ୍ରାପ୍ତ (ଶିକ୍ଷକ) — Normal trained (teacher)