ନର୍ମ୍ମାଦୀ Narmmādī

  • ଦେ. ବିଣ. (ବିପରୀତ ସହଚର ଶବ୍ଦ; ସଂ. ନର ଓ ମାତୃ) — ନର ଓ ମାଦୀ; ଅଣ୍ଡିରା ଓ ମାଈ — Male and female
  • ଦେ. ବି — ଜୀବମିଥୁନ; ଦ୍ୱନ୍ଦ୍ୱ — A pair or couple of animals