ନରେନ୍ଦ୍ର Narendra

  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ରାଜା — King
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ବିଷବୈଦ୍ୟ; ସାପୁଆ — A snake charmer; a physician who cures snake bites and other effects of poisons
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ଗୁଣିଆଁ; ଭୂତବୈଦ୍ୟ — An exorcist
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ବୈଦ୍ୟ — Physician (Apte)
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ଔଷଧବ୍ୟବସାୟୀ — A dealer in antidotes (Apte)
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ଶ୍ୟୋନାକ ବୃକ୍ଷ (ହି. ଶ.); ଫଣଫଣା — Bignonia Indica (tree)
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — ଶ୍ରେଷ୍ଠବ୍ୟକ୍ତି — The chief amongst men
  • ସଂ. ବି ( 7 ମୀ ତତ୍; ନର+ଇନ୍ଦ୍ର) — 28 ମାତ୍ରାଯୁକ୍ତ ଛନ୍ଦୋବିଶେଷ (ହି. ଶ.) — 2ମାତ୍ରାଯୁକ୍ତ ଛନ୍ଦୋବିଶେଷ (ହି. ଶ.). Name of a metre of 2 syllables
  • ଦେ. ବି — କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ — A family title of the Kshatriyas
  • ଦେ. ବି — ପୁରୀ ସହରରେ ଥିବା ବୃହତ୍ ପୁଷ୍କରିଣୀବିଶେଷ — Name of a big tank at Puri
  • ଦେ. ବି — [ଦ୍ର—ଶ୍ରୀଜଗନ୍ନାଥ ମହାପ୍ରଭୁ ଚନ୍ଦନଯାତ୍ରାବେଳେ ଏହି ପୋଖରୀରେ ଚାପ ଖେଳନ୍ତି। ଏହାର ଦୈର୍ଘ୍ୟ 873 ଫୁଟ ଓ ପ୍ରସ୍ଥ 743 ଫୁଟ। ନରସିଂହ ଦେବଙ୍କର ଲକ୍ଷପୋଷୀ ନରେନ୍ଦ୍ର ମହାପାତ୍ର ନାମକ ମନ୍ତ୍ରୀଙ୍କ ଦ୍ୱାରା ଏହା ଖୋଦିତ ହୋଇଥିଲା। 1929 ଖ୍ରୀଷ୍ଟାବ୍ଦରେ ଏବେ ଅଳ୍ପଦିନ ପୂର୍ବେ ପୁରୀର ଏମାରମଠ ମହନ୍ତ ଶ୍ରୀ ଗଦାଧର ରାମାନୁଜ ଦାସ ବହୁ ଅର୍ଥବ୍ୟୟରେ ଏହାର ମହନ୍ତ ପଙ୍କୋଦ୍ଧାର କରିଅଛନ୍ତି।] — [ଦ୍ର—ଶ୍ରୀଜଗନ୍ନାଥ ମହାପ୍ରଭୁ ଚନ୍ଦନଯାତ୍ରାବେଳେ ଏହି ପୋଖରୀରେ ଚାପ ଖେଳନ୍ତି ଏହାର ଦୈର୍ଘ୍ୟ873ଫୁଟ ଓ ପ୍ରସ୍ଥ743ଫୁଟ ନରସିଂହ ଦେବଙ୍କର ଲକ୍ଷପୋଷୀ ନରେନ୍ଦ୍ର ମହାପାତ୍ର ନାମକ ମନ୍ତ୍ରୀଙ୍କ ଦ୍ୱାରା ଏହା ଖୋଦିତ ହୋଇଥିଲା1929ଖ୍ରୀଷ୍ଟାବ୍ଦରେ ଏବେ ଅଳ୍ପଦିନ ପୂର୍ବେ ପୁରୀର ଏମାରମଠ ମହନ୍ତ ଶ୍ରୀ ଗଦାଧର ରାମାନୁଜ ଦାସ ବହୁ ଅର୍ଥବ୍ୟୟରେ ଏହାର ମହନ୍ତ ପଙ୍କୋଦ୍ଧାର କରିଅଛନ୍ତି]
  • ଦେ. ବି — ଲୋକଙ୍କୁ ଦିଆଯିବା ନାମ — A name given to males