ନରହନ୍ତା Narahantā

  • ସଂ. ବି. ପୁଂ (ନର+ହନ୍ ଧାତୁ+କର୍ତ୍ତୃ. ତ; 1 ମା. 1 ବ) — ଯେ ମନୁଷ୍ୟକୁ ହତ୍ୟା କରେ — Murderer; a homicide