ନରସିଂହ ବାଜପେୟୀ Narasiṁha bājapeyī

  • ଦେ. ବି. (ନାମ) — ଜନୈକ ଉତ୍କଳୀୟ ସ୍ମୃତିକାର — An oriya compiler of social laws in Sanskrit
  • ଦେ. ବି. (ନାମ) — [ଦ୍ର—'ନିତ୍ୟାଚାର ପଦ୍ଧତି' ଓ 'ପ୍ରତିଷ୍ଠା ପଦ୍ଧତି' ଏହାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଧାନ। ଏ 'ରାଜଗୁରୁ' ଉପାଧି ପାଇଥିଲେ।]