ନରସାଇଁ Narasāiñ

  • ଦେ. ବି. (ସଂ. ନର ଓ ସ୍ୱାମୀ) — ରାଜା; ନରପତି; ନୃପତି — King; rular of men
  • ଦେ. ବି. (ସଂ. ନର ଓ ସ୍ୱାମୀ) — ଏରୂପେ କହି ଧୃତରାଷ୍ଟ୍ର ନରସାଇଁ ଡକା ପାଡ଼ିଲେ ସେ ଅତି ଦୁଃଖୀ ହୋଇ । କୃଷ୍ଣସିଂହ. ମହାଭାରତ, ଆଦି।