ନର ଶୃଙ୍ଗ Nara ṡṛuṇga

  • ସଂ. ବି. ( 6 ଷ୍ଠୀ ତତ୍; ନର+ଶୃଙ୍ଗ; ଶଶବିଷାଣ; ଆକାଶ କୁସୁମ, ବନ୍ଧ୍ୟାପୁତ୍ର) — ମନୁଷ୍ୟର ଶୃଙ୍ଗ ଭଳି ଅପ୍ରାକୃତ ପଦାର୍ଥ — A man's horn; an im possibility; a chimera; a nonentity (Apte)