ନର ନାରାୟଣ Nara nārāyaṇa

  • ସଂ. ବି — ବଦରିକାଶ୍ରମବାସୀ ନରରୂପଧାରୀ 2 ଜଣ ଋଷିଭ୍ରାତା (ବିଷ୍ଣୁଙ୍କ ଅବତାର) (ନର 9 ଦେଖ) — ବଦରିକାଶ୍ରମବାସୀ ନରରୂପଧାରୀ2ଜଣ ଋଷିଭ୍ରାତା (ବିଷ୍ଣୁଙ୍କ ଅବତାର) (ନର9ଦେଖ)—. An incarnation of Bishṇu in the shape of 2 sages
  • ସଂ. ବି — ଅର୍ଜୁନ ଓ ଶ୍ରୀକୃଷ୍ଣ — Arjuna and Ṡrīkṛushṇa