ନର ଦେବ Nara deba

  • ସଂ. ବି ( 7 ମୀ ତତ୍; ନର+ଦେବ) — ବ୍ରାହ୍ମଣ — A Brāhmaṇa
  • ସଂ. ବି ( 7 ମୀ ତତ୍; ନର+ଦେବ) — ରାଜା — King
  • ସଂ. ବି ( 7 ମୀ ତତ୍; ନର+ଦେବ) — ଦେବପ୍ରକୃତିକ ମନୁଷ୍ୟ — A man of divine nature