ନର ଗଣ Nara gaṇa
- ସଂ. ବି — ଫଳିତ ଜ୍ୟୋତିଷରେ ଉତ୍ତରଫାଲ୍ଗୁନୀ, ଉତ୍ତରାଷାଢ଼ା, ପୂର୍ବଭାଦ୍ରପଦ, ରୋହଣୀ, ଭରଣୀ ଓ ଆର୍ଦ୍ରାନକ୍ଷତ୍ରର ଗଣବିଶେଷ — (astrology) A group of asterisms
- ସଂ. ବି — [ଦ୍ର—ଏଥିରେ ଜାତ ହେବା ବ୍ୟକ୍ତି ସୁଶୀଳ ଓ ବୁଦ୍ଧିମାନ୍ ହୁଏ। ଏହାକୁ ମନୁଷ୍ୟଗଣ ମଧ୍ୟ ବୋଲାଯାଏ। ରାକ୍ଷସଗଣ ସଙ୍ଗେ ନରଗଣର ବିରୋଧ ଓ ଦେବଗଣ ସଙ୍ଗେ ମିତ୍ରତା ହୁଏ।]