ନମ୍ରିବା Namribā

  • ଦେ. (ପଦ୍ୟ) କ୍ରି. (ସଂ. ନମ୍ର) — ନମ୍ରହେବା; ବିନୟସମ୍ପନ୍ନ ହେବା — To be polite
  • ଦେ. (ପଦ୍ୟ) କ୍ରି. (ସଂ. ନମ୍ର) — ହୃଦ ପ୍ରମୋଦିତ ହୋଇ ହରିସଦୟ ବହଇ ନମ୍ରନ୍ତି ସକୃତଫଳ ଲଭଇପୂର୍ଣ୍ଣ। ପ୍ରାଚୀ. ରସବାରିଧି।