ନମ୍ରାଙ୍ଗ Namrāṅga

  • ସଂ. ବି. (କର୍ମଧା; ନମ୍ର+ଅଙ୍ଗ) — ସୁକୋମଳ ଶରୀର — Pliant body
  • ସଂ. ବିଣ. ପୁଂ — ସୁକୋମଳ ଶରୀରବିଶିଷ୍ଟ — Having soft limbs