ନମ୍ର ମୁଖ Namra mukha
- ସଂ. ବି. (କର୍ମଧା, ନମ୍ର+ମୁଖ) — ଅବନତ ମସ୍ତକ; ନତମୁଖ — Head bent down; drooping head
- ସଂ. ବିଣ. ପୁଂ. (ବହୁବ୍ରୀହି) — ନତମୁଖ; ହେଠବଦନ; ଯାହାର ମୁହଁ ତଳକୁ ହୋଇଅଛି — With the head bent down
- ସଂ. ବିଣ. ପୁଂ. (ବହୁବ୍ରୀହି) — ତଳକୁ ମୁହଁ କରିଥିବା — Facing downwards
- ସଂ. ବିଣ. ପୁଂ. (ବହୁବ୍ରୀହି) — ଲାଜକୁଳା; ଯେ ସର୍ବଦା ଲାଜରେ ମୁହଁ ତଳକୁ ପୋତି ଥାଏ — Shy; always looking downwards on account of modesty; coy