ନମ୍ବରଦାର୍ Nambaradār.
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଇଂ. ନମ୍ବର ଓ ହି. ଦାର୍) — ରାଜସ୍ୱଦାତା ପ୍ରଜା — A revenue-paying royat
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଇଂ. ନମ୍ବର ଓ ହି. ଦାର୍) — ଲମ୍ବରଦାର୍; ଗ୍ରାମାଧ୍ୟକ୍ଷ; ଗଉନ୍ତିଆ — Headman of a village
- ପ୍ରାଦେ. (ସମ୍ବଲପୁର) ବୈଦେ. ବି. (ଇଂ. ନମ୍ବର ଓ ହି. ଦାର୍) — [ଦ୍ର—ଏହି ଗ୍ରାମାଧ୍ୟକ୍ଷ ବା ଗଉନ୍ତିଆ ଗ୍ରାମର ସମସ୍ତ କର— ଦାତାଙ୍କର ଦେୟ ରାଜସ୍ୱ ସଂଗ୍ରହ କରି ରାଜକୀୟ ଖଜଣାଖାନାକୁ ପ୍ରେରଣ କରନ୍ତି। ଏ କରଦାତାମାନଙ୍କର ପ୍ରତିନିଧି ଏବଂ ଏହାଙ୍କ ନାମ ସରକାରୀ ରେଜିଷ୍ଟରିରେ ଲେଖାଥାଏ।]