ନମୁଚିଦ୍ୱିଟ୍ Namuchidwiṭ

  • ସଂ. ବି (ନମୁଚି+ଦ୍ୱିଷ ଧାତୁ=ହିଂସା କରିବା+କର୍ତ୍ତୃ. କ୍ୱିପ୍, 1 ମା. 1 ବ) — ମହାଦେବ; ଶିବ — Ṡiba
  • ସଂ. ବି (ନମୁଚି+ଦ୍ୱିଷ ଧାତୁ=ହିଂସା କରିବା+କର୍ତ୍ତୃ. କ୍ୱିପ୍, 1 ମା. 1 ବ) — ଇନ୍ଦ୍ର — Indra