ନମସ୍କାର Namaskāra
- ସଂ. ବି. (ନମସ୍+କୃ ଧାତୁ +ଭାବ. ଅ) — ଭକ୍ତିପୂର୍ବକ ଅଭିବାଦନ ବା ବନ୍ଦନା; ପ୍ରଣାମ; ଭକ୍ତି ସହକାରେ ଦଣ୍ଡବତ — Obeisance (as a token of respect; respectful salutation; paying homage
- ସଂ. ବି. (ନମସ୍+କୃ ଧାତୁ +ଭାବ. ଅ) — [ଦ୍ର—ପ୍ରଣାମ ବା ନମସ୍କାର ଅନେକ ପ୍ରକାରରେ କରାଯାଏ। ଯଥା— 1 । ହାତ ଯୋଡ଼ି ମୁଣ୍ଡକୁ ନୁଆଁଇବା (ଅଧମ ନମସ୍କାର)— 2 । ଆଣ୍ଠୁମାଡ଼ି ବସି ଭୂମିରେ ମୁଣ୍ଡ ଲଗାଇବା (ମଧ୍ୟମ)— 3 । ଦଣ୍ଡବତ୍ ଲମ୍ବ ହୋଇ ଭୂମିରେ ମୁହଁ ମାଡ଼ି ପଡ଼ି ସାଷ୍ଟାଙ୍ଗ ନମସ୍କାର କରିବା (ଉତ୍ତମ)—ଆହୁରି ମଧ୍ୟ କାୟିକ, ବାଚିକ ଓ ମାନସିକ ଭେଦରେ ନମସ୍କାର 3 ପ୍ରକାର।] — [ଦ୍ର—ପ୍ରଣାମ ବା ନମସ୍କାର ଅନେକ ପ୍ରକାରରେ କରାଯାଏ ଯଥା—1 ହାତ ଯୋଡ଼ି ମୁଣ୍ଡକୁ ନୁଆଁଇବା (ଅଧମ ନମସ୍କାର)—2 ଆଣ୍ଠୁମାଡ଼ି ବସି ଭୂମିରେ ମୁଣ୍ଡ ଲଗାଇବା (ମଧ୍ୟମ)—3 ଦଣ୍ଡବତ୍ ଲମ୍ବ ହୋଇ ଭୂମିରେ ମୁହଁ ମାଡ଼ି ପଡ଼ି ସାଷ୍ଟାଙ୍ଗ ନମସ୍କାର କରିବା (ଉତ୍ତମ)—ଆହୁରି ମଧ୍ୟ କାୟିକ, ବାଚିକ ଓ ମାନସିକ ଭେଦରେ ନମସ୍କାର3ପ୍ରକାର]
- ଦେ. ଅ — ନମ (ଦେଖ) — Nama (See)