ନମସ୍କରିବା Namaskaribā

  • ଦେ. (ପଦ୍ୟ)କ୍ରି. (ପଦ୍ୟ) (ସଂ. ନମସ୍କାର) — ନମସ୍କାର କରିବା — To salute;to bow down
  • ଦେ. (ପଦ୍ୟ)କ୍ରି. (ପଦ୍ୟ) (ସଂ. ନମସ୍କାର) — ବିମାନ ପ୍ରଦକ୍ଷିଣ କରି, ବିଷ୍ଣୁଦୂତଙ୍କୁ ନମସ୍କରି। ଜଗନ୍ନାଥ. ଭାଗବତ।