ନଭୋଲିହ Nabholiha

  • ସଂ. ବିଣ. ପୁଂ ଓ କ୍ଳୀ(ନଭସ୍+ଲିହ୍ ଧାତୁ=ଚାଟିବା+ କର୍ତ୍ତୃ. ଅ — ଗଗନସ୍ପର୍ଶୀ — Touching the sky; cloud-capt
  • ସଂ. ବିଣ. ପୁଂ ଓ କ୍ଳୀ(ନଭସ୍+ଲିହ୍ ଧାତୁ=ଚାଟିବା+ କର୍ତ୍ତୃ. ଅ — ଅତ୍ୱୁଚ୍ଚ — Very lofty