ନଭ୍ୟ Nabhya
- ସଂ. ବିଣ. (ନଭ+ଯ) — ଆକାଶ ସମ୍ବନ୍ଧୀୟ — Aerial; relating to the sky
- ସଂ. ବି. — ଦୁଇ ଚକର ମଧ୍ୟବର୍ତ୍ତୀ ଅଂଶ — The space between the wheels
- ସଂ. ବି. — ଅଖ (ହି. ଶ.) — Axle
- ସଂ. ବି. — ଅଖରେ ଦିଆ ଯିବା ତୈଳ (ହି. ଶ.) — Oily substance or lard put on the axle; lubricant
- ଗ୍ରା. ବିଣ. (ସଂ. ଲଭ୍ୟ) — ଲଭ୍ୟ (ଦେଖ) — Labhya (See)