ନଭୋମଣ୍ଡଳ Nabhomaṇḍaḻa

  • ସଂ. ବି. ( 6 ଷ୍ଠୀ ତତ୍; ନଭଃ+ମଣ୍ଡଳ) — ଆକାଶ ମଣ୍ଡଳ; ଦୃଶ୍ୟମାନ ଆକାଶ — The sky; sky-circle; firmament
  • ସଂ. ବି. ( 6 ଷ୍ଠୀ ତତ୍; ନଭଃ+ମଣ୍ଡଳ) — ବାୟୁମଣ୍ଡଳ — Atmosphere