ନଭାକ Nabhāka

  • ସଂ. ବି. (ନ+ଭା ଧାତୁ ଦୀପ୍ତି ପାଇବା+ସଂଜ୍ଞାର୍ଥେ ଅକ) — ଅନ୍ଧକାର — Darkness
  • ସଂ. ବି. (ନ+ଭା ଧାତୁ ଦୀପ୍ତି ପାଇବା+ସଂଜ୍ଞାର୍ଥେ ଅକ) — ରାହୁ — The ascending node
  • ସଂ. ବି. (ନ+ଭା ଧାତୁ ଦୀପ୍ତି ପାଇବା+ସଂଜ୍ଞାର୍ଥେ ଅକ) — (ନାମ) ଋଷିବିଶେଷ — The name of a sage