ନଭସ୍ତଳ Nabhastaḻa

  • ସଂ. ବି. ( 6 ଷ୍ଠୀ ତତ୍; ନଭସ୍+ତଳ) — ଆକାଶର ଦେହ — The surface of the sky
  • ସଂ. ବି. ( 6 ଷ୍ଠୀ ତତ୍; ନଭସ୍+ତଳ) — ନଭଃସ୍ଥଳ; ଗଗନତଳ; ଆକାଶମଣ୍ଡଳ — The vault of heaven; the sky; the space