ନଭଶ୍ଚମସ Nabhaṡchamasa

  • ସଂ. ବି. (ନଭଃ=ସ୍ୱର୍ଗ+ଚମସ=ଯଜ୍ଞପାତ୍ରବିଶେଷ) — ଚନ୍ଦ୍ର — The Moon
  • ସଂ. ବି. (ନଭଃ=ସ୍ୱର୍ଗ+ଚମସ=ଯଜ୍ଞପାତ୍ରବିଶେଷ) — ଇନ୍ଦ୍ରଜାଲ — Magic
  • ସଂ. ବି. (ନଭଃ=ସ୍ୱର୍ଗ+ଚମସ=ଯଜ୍ଞପାତ୍ରବିଶେଷ) — ଚିତଉ ପିଠା — A kind of cake
  • ସଂ. ବି. (ନଭଃ=ସ୍ୱର୍ଗ+ଚମସ=ଯଜ୍ଞପାତ୍ରବିଶେଷ) — ନାନା ବର୍ଣ୍ଣବିଶିଷ୍ଟ ପିଷ୍ଟକ — A kind of multi-coloured cake