ନବୋଦ୍ଧୃତ Naboddhṛuta

  • ସଂ. ବିଣ. (କର୍ମଧା; ନବ+ଉଦ୍ଧୃତ) — ନୂଆ ହୋଇ ଉଦ୍ଧାର କରାଯାଇଥିବା; ଅଳ୍ପଦିନ ହେଲା ଯାହାର ଉଦ୍ଧାରସାଧନ ହୋଇଥାଏ — Newly extracted or brought out or delivered
  • ସଂ. ବି — ନବନୀତ; ଲହୁଣୀ — Butter