ନବିନା ଘୋଟ Nabinā ghota

  • ପ୍ରାଦେ. (ଗଞ୍ଜାମ) ବି. — କାଞ୍ଜିଗାତରେ ପକାଇ ଖେଳା ଯିବା ବାଟି ବା କଉଡ଼ିଖେଳର ନବମ ଆଘାତ — The ninth stroke of a game of cowries