ନବାବ୍ ବାହାଦୁର୍ Nabāb bahādur

  • ବୈଦେ ବି. (ଆ. ନବାବ୍ ଓ ଫା. ବାହାଦୁର) — ଭାରତୀୟ ସଂଭ୍ରାନ୍ତ ମୁସଲମାନଙ୍କୁ ଇଂରେଜ ସରକାରଙ୍କ ଦେବା ଉପାଧିବିଶେଷ — A title given to Mahomedans by the British Government
  • ବୈଦେ ବି. (ଆ. ନବାବ୍ ଓ ଫା. ବାହାଦୁର) — [ଦ୍ର—ହିନ୍ଦୁମାନଙ୍କୁ ଦେବା ଉପାଧି= ରାଏସାହେବ, ରାଓ ସାହେବ; ରାଏବାହାଦୁର୍, ରାଓବାହାଦୁର୍; ରାଜା, ରାଜାବାହାଦୁର୍ । ମୁସଲମାନଙ୍କୁ ଦେବାଉପାଧି= ଖାଁସାହେବ, ଖାଁ ବାହାଦୁର; ନବାବ୍, ନବାବ୍ ବାହାଦୁର୍ ।]