ନବାବି Nabābi
- ବୈଦେ. ବିଣ (ଆ. ନବାବୀ) — ନବାବ ଯୋଗ୍ୟ — Befitting a Nabāb; princely
- ବୈଦେ. ବିଣ (ଆ. ନବାବୀ) — ବଡ଼ଲୋକିଆ; ଧନିସୁଲଭ (କର୍ମ) — (act) Becoming or befitting a rich man
- ବି — ଧନମଦ; ଧନଗାରିମା — Pride of riches
- ବି — ନବାବ୍ ବା ପ୍ରାଦେଶିକ ଶାସନକର୍ତ୍ତାଙ୍କ ପଦ — The position of a Nawāb
- ବି — ଧନସମ୍ପଦ — Riches; prosperity
- ବି — ନବାବଙ୍କ ରାଜତ୍ୱକାଳ — The regime or rule of a Nawāb
- ବି — ବଡ଼ଲୋକୀ; ଧନୀସୁଲଭ ଢଙ୍ଗ — Manners befitting a rich man