ନବଶକ୍ତି Naba ṡakti

  • ସଂ. ବି. — ନୂତନ ଶକ୍ତି ବା ବଳ — New or fresh vigour or strength
  • ସଂ. ବି. — ହିନ୍ଦୁପୁରାଣ ମତରେ ବିଶ୍ୱନିୟନ୍ତ୍ରୀ ନଅ ଗୋଟି ଶକ୍ତି— ରୂପିଣୀ ଦେବତା — The nine personifications of the engry guiding the Universe according to the Hindus
  • ସଂ. ବି. — [ଦ୍ର—ନବଶକ୍ତି ଯଥା—ପ୍ରଭା, ମାୟା, ଜୟା, ସୂକ୍ଷ୍ମା, ବିଶୁଦ୍ଧା, ନନ୍ଦିନୀ, ସୁପ୍ରଭା, ବିଜୟା ଓ ସର୍ବସିଦ୍ଧିଜା; ମତାନ୍ତରେ ବିମଳା, ଉତ୍କର୍ଷିଣୀ, ଜ୍ଞାନକ୍ରିୟା, ଯୋଗା, ପ୍ରହୀ, ସତ୍ୟା, ଈଶାନା, ଅନୁଗ୍ରହା ଓ ବିରଜା ।]
  • ସଂ. ବି. — ଅନ୍ୟେ ବଦନ୍ତି ନବଶକ୍ତି; ଯେ ଅବା ଛନ୍ତି ପାଞ୍ଚରାତ୍ରି । ଭାଗବତ ।