ନବଦ୍ୱାର Nabadwāra

  • ସଂ. ବି — ଶରୀରର ନଅଗୋଟି ଦ୍ୱାର ବା ବାଟ (ଯଥା— 2 ଚକ୍ଷୁ, 2 କର୍ଣ୍ଣ, 2 ନାସା, 1 ମୁଖ, 1 ପାୟୁ ଓ 1 ଉପସ୍ଥ) — ଶରୀରର ନଅଗୋଟି ଦ୍ୱାର ବା ବାଟ (ଯଥା—2ଚକ୍ଷୁ,2କର୍ଣ୍ଣ,2ନାସା,1ମୁଖ,1ପାୟୁ ଓ1ଉପସ୍ଥ)—The 9 vents or holes or outlets of the body
  • ସଂ. ବିଣ (ବହୁବ୍ରୀହି) — ନଅଗୋଟି ଦ୍ୱାରବିଶିଷ୍ଟ — Having nine doors or vents
  • ସଂ. ବିଣ (ବହୁବ୍ରୀହି) — ନଅଟି ଫୋଡ଼ ବା ଛିଦ୍ର ଥିବା — Having nine holes