ନବଦୁର୍ଗା Nabadurgā

  • ସଂ. ବି. ସ୍ତ୍ରୀ — ଦୁର୍ଗାଙ୍କର ପୁରାଣୋକ୍ତ ନଅଟି ରୂପ (ଯଥା— ପାର୍ବତୀ ବା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହା— ଗୌରୀ ଓ ସିଦ୍ଧିଦା ବା ସିଦ୍ଧିଦାତ୍ରୀ) — The nine incarnations or forms of Durgā
  • ସଂ. ବି. ସ୍ତ୍ରୀ — [ଦ୍ର—ମାର୍କଣ୍ଡେୟ—ପୁରାଣାନ୍ତର୍ଗତ ହରିହରବ୍ରହ୍ମବିରଚିତ ଦେବୀ କବଚ ଦ୍ରଷ୍ଟବ୍ୟ ।]
  • ଦେ. ବି — ନବଦୁରୁଗା (ଦେଖ) — Nabadurugā (See)