ନବଘନ ଶ୍ୟାମ Nabaghana ṡyāma

  • ସଂ. ବିଣ. (କର୍ମଧା ଓ ଉ. କ. ଧା; ନବଘନ+ଶ୍ୟାମ =ଶ୍ୟାମଳ) — ନୂଆ ମେଘ ପରି ଶ୍ୟାମଳ ବର୍ଣ୍ଣ — As black or blue as newly risen clouds
  • ସଂ. ବି — ଶ୍ରୀକୃଷ୍ଣଙ୍କ ନାମ — Name of Ṡrīkṛushṇa