ନବଘନ ବର୍ଣ୍ଣ Nabaghana barṇṇa

  • ସଂ. ବି. (କର୍ମଧା ଓ 6 ଷ୍ଠୀ ତତ୍; ନବଘନ+ବର୍ଣ୍ଣ) — ନବୋଦିତ ମେଘର ବର୍ଣ୍ଣ ପରି କୃଷ୍ଣବର୍ଣ୍ଣ — Black colour like that of newly risen clouds
  • ସଂ. ବିଣ. (ବହୁବ୍ରୀହି) — ନବୋଦିତ ମେଘ ପରି କଳା — Black as newly risen cloud