ନବଗ୍ରହ Nabagraha

  • ସଂ. ବି. (କର୍ମଧା; ନବ+ଗ୍ରହ) — (ଜ୍ୟୋତିଷ) 9 ଗୋଟି ପ୍ରସିଦ୍ଧ ଜ୍ୟୋତିଷ୍କ—(ଯଥା—ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ) — (ଜ୍ୟୋତିଷ)9ଗୋଟି ପ୍ରସିଦ୍ଧ ଜ୍ୟୋତିଷ୍କ—(ଯଥା—ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ)— The 9 planets of Hindu astrology (viz The Sun, the Moon, Mars, Mercury, Jupiter,Venus, Saturn, the Dragon's head or ascending node; and the Dragon's tail or the descending node)