ନବକାଳିକା Nabakāḻikā

  • ସଂ. ବିଣ. ସ୍ତ୍ରୀ. (ନବକାଳ+ଇକ+ସ୍ତ୍ରୀ. ଆ) — ନବୀନ; ନୂତନ — New
  • ସଂ. ବି. (କର୍ମଧା; ନବ+କାଲିକା=ମେଘ) — ନୂତନ ମେଘ — Newly formed cloud
  • ସଂ. ବି. (କର୍ମଧା; ନବ+କାଲିକା=ମେଘ) — ଦେଖି ନବକାଳିକା ବକାଳିକା ମାଳିବା ଆଳିକାଳିକା କାନ୍ତ ସ୍ମରି। ଭଞ୍ଜ. ଲାବଣ୍ୟବତୀ ।
  • ସଂ. ବି. (କର୍ମଧା; ନବ+କାଲିକା=ମେଘ) — ନବକାରିବା 1—4 (ଦେଖ) — ନବକାରିବା1—4(ଦେଖ)— . Nabakārkā 1-4 (See)