ନବକାରିକା Nabakārikā
- ସଂ. ବି. ସ୍ତ୍ରୀ. (କର୍ମଧା; ନବ=ନୂତନ+କାରିକା= କର୍ତ୍ତ୍ରୀ) — ନବୋଢ଼ା ସ୍ତ୍ରୀ — Newly married girl
- ସଂ. ବି. ସ୍ତ୍ରୀ. (କର୍ମଧା; ନବ=ନୂତନ+କାରିକା= କର୍ତ୍ତ୍ରୀ) — ନୂତନ ବ୍ୟାଖ୍ୟାଯୁକ୍ତ ଶ୍ଳୋକ — New explanatory verse
- ସଂ. ବି. ସ୍ତ୍ରୀ. (କର୍ମଧା; ନବ=ନୂତନ+କାରିକା= କର୍ତ୍ତ୍ରୀ) — ସ୍ତ୍ରୀ—ସଂସ୍କାରିକା; ସଂସ୍କାରକାରିଣୀ ସ୍ତ୍ରୀ — A woman who renovates or reforms; a female reformer
- ସଂ. ବି. ସ୍ତ୍ରୀ. (କର୍ମଧା; ନବ=ନୂତନ+କାରିକା= କର୍ତ୍ତ୍ରୀ) — ନବରଜୋବତୀ ନାରୀ — A woman in whom menstruation has newly commenced (Apte)