ନନ୍ଧିବା Nandhibā

  • ଦେ. କ୍ରି. (ସଂ. ନହ୍ ଧାତୁ=ବାନ୍ଧିବା) ଶଗଡ଼ର ଝୁରାକୁ ଜୁଆଳିର ମଝିରେ ଦଉଡ଼ା ଦ୍ୱାରା ଭିଡ଼ି କରି ବାନ୍ଧିବା — To tie the front end of the beam of a cart to the middle of the yoke