ନନ୍ଦୋତ୍ସବ Nandotsaba

  • ସଂ. ବି. (ନନ୍ଦ+ଉତ୍ସବ) — ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ; ଜନ୍ନାଷ୍ଟମୀ — The festival on the birth-day of Ṡrīkṛushṇa
  • ସଂ. ବି. (ନନ୍ଦ+ଉତ୍ସବ) — [ଦ୍ର—ଭାଦ୍ର କୃଷ୍ଣାଷ୍ଟମୀରେ ଏ ଉତ୍ସବ ହୁଏ।]
  • ସଂ. ବି. (ନନ୍ଦ+ଉତ୍ସବ) — ଜନ୍ମାଷ୍ଟମୀର ବାସି ଦିନ କରାଯିବା ଉତ୍ସବ — A festivity observed on the next day of Janmāshṭamī