ନନ୍ଦୀଭୃଙ୍ଗୀ Nandībhṛuṅgī

  • ସଂ. ବି. (ଦ୍ୱନ୍ଦ୍ୱ; ନନ୍ଦୀ+ଭୃଙ୍ଗୀ) — ମହାଦେବଙ୍କର ପ୍ରଧାନ ଅନୁଚର ବା ଦ୍ୱାରପାଳ ଦ୍ୱୟ — The name of 2 principal attendants of Ṡiba