ନନ୍ଦୀବୃକ୍ଷ Nandībṛuksha

  • ସଂ. ବି — ଗନ୍ଧଶୁଣ୍ଠି (ଦେଖ) (କବିରାଜ ହରେକୃଷ୍ଣ ଦ୍ରବ୍ୟଗୁଣ) — Gandha ṡuṇṭhi (See)
  • ସଂ. ବି — ମେଣ୍ଡା ଶିଂଘା (ହି. ଶବ୍ଦସାଗର) (ଦେଖ) — Meṇḍhā ṡiṁghā (See)
  • ସଂ. ବି — ତୁତ ଗଛ (ହି. ଶବ୍ଦସାଗର) — Mulberry plant