ନନ୍ଦିଘୋଷ Nandighosha
- ସଂ. ବି (ବହୁବ୍ରୀହି; ନନ୍ଦି=ଆନନ୍ଦଜନକ+ଘୋଷ=ଶବ୍ଦ) (ନାମ) ଅର୍ଜୁନଙ୍କ ରଥ — Name of the car of Arjuna
- ସଂ. ବି (ବହୁବ୍ରୀହି; ନନ୍ଦି=ଆନନ୍ଦଜନକ+ଘୋଷ=ଶବ୍ଦ) ବନ୍ଦିଜନଙ୍କ ଘୋଷଣା — The proclamations of a herald
- ସଂ. ବି (ବହୁବ୍ରୀହି; ନନ୍ଦି=ଆନନ୍ଦଜନକ+ଘୋଷ=ଶବ୍ଦ) କୌଣସି ପ୍ରକାର ଶୁଭ ଘୋଷଣା (ହି. ଶବ୍ଦସାଗର) — Any auspicious proclamation
- ସଂ. ବିଣ — ଆନନ୍ଦଜନକ ଶବ୍ଦଯୁକ୍ତ — Having a pleasant sound
- ଦେ. ବି — ରଥଯାତ୍ରା ସମୟରେ ଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିଜେ କରନ୍ତି — Name of the car in which the Deity Jagannātha is drawn during the car-festival at Puri