ନନ୍ଦିଗ୍ରାମ Nandigrāma

  • ସଂ. ବି — (ନାମ) ଅଯୋଧ୍ୟା ନିକଟବର୍ତ୍ତୀ ଗ୍ରାମବିଶେଷ — Name of a village near ancient Aj̄odhyā
  • ସଂ. ବି — [ଦ୍ର—ରାମଙ୍କ ବନବାସକାଳରେ ଭରତ ଏହି ଗ୍ରାମରେ ରାମଙ୍କ ପାଦୁକାକୁ ପୂଜା କରି ରାଜ୍ୟଶାସନ କରୁଥିଲେ ଓ ତପସ୍ୟା କରୁଥିଲେ।]