ନନ୍ଦା ତୀର୍ଥ Nanda trīrtha

  • ସଂ. ବି. (ନାମ) — ହେମକୂଟ ପର୍ବତ ଉପରେ ଥିବା ନଦୀ ଓ ତୀର୍ଥର ନାମ — Name of a place of Hindu pilgrimage
  • ସଂ. ବି. (ନାମ) — [ଦ୍ର—ମହାଭାରତରେ ଏ ତୀର୍ଥର ଉଲ୍ଲେଖ ଅଛି। ଏଠାରେ ସର୍ବଦା ବତାସ ବହୁଥାଏ ପାଣି ବରୁଷଥାଏ। ଏହା ସାଧାରଣ ଲୋକଙ୍କ ଅଗମ୍ୟ। ଏଠାରେ ସର୍ବଦା ବେଦଧ୍ୱନି ଶୁଣା ଯାଏ, କିନ୍ତୁ କେହି ବେଦପାଠକଙ୍କର ଦେଖା ମିଳେ ନାହିଁ। ସକାଳେ ଓ ସନ୍ଧ୍ୟାବେଳେ ଏଠାରେ ଅଗ୍ନିଦେବଙ୍କ ଦର୍ଶନ ମିଳେ। ଯୁଧିଷ୍ଠିର ଆପଣା ଭାଇମାନଙ୍କ ସଙ୍ଗେ ଥରେ ଏଠାକୁ ଯାଇଥିଲେ ହି. ଶ। ]