ନନ୍ଦଲାଲ Nandalāla

  • ଦେ. ବି. ପୁଂ. (ହିନ୍ଦିରୁଅନୁକୃତ; ସଂ. ନନ୍ଦ+ଲାଳିତ; ନନ୍ଦଙ୍କ ପ୍ରିୟତମ ପୁତ୍ର ବା ପାଳିତପୁତ୍ର) — ଶ୍ରୀକୃଷ୍ଣଙ୍କ ନାମ — A name of Ṡrīkṛushṇa
  • ଦେ. ବି. ପୁଂ. (ହିନ୍ଦିରୁଅନୁକୃତ; ସଂ. ନନ୍ଦ+ଲାଳିତ; ନନ୍ଦଙ୍କ ପ୍ରିୟତମ ପୁତ୍ର ବା ପାଳିତପୁତ୍ର) — ଏବେ ଚାଲ ନନ୍ଦଲାଲ ମନୁ ମାନ ଦେବା ଛାଡ଼ି ଗୋ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବି. ପୁଂ. (ହିନ୍ଦିରୁଅନୁକୃତ; ସଂ. ନନ୍ଦ+ଲାଳିତ; ନନ୍ଦଙ୍କ ପ୍ରିୟତମ ପୁତ୍ର ବା ପାଳିତପୁତ୍ର) — ଲୋକଙ୍କୁ ଦିଆଯିବା ନାମ — A name given to males