ନନ୍ଦକିଶୋର ଦାସ(ରାୟ ବାହାଦୁର) Nandakiṡora dāsa

  • ଦେ. ବି. (ନାମ) — ଗଭର୍ଣ୍ଣ— ମେଣ୍ଟଙ୍କ ଦ୍ୱାରା ସମ୍ମାନିତ ଓ ଉଚ୍ଚ— ଅଧିକାର ପ୍ରାପ୍ତ ଉତ୍କଳର ଜନୈକ ବ୍ୟକ୍ତି—
  • ଦେ. ବି. (ନାମ) — [ଦ୍ର—ଏ ଓଡ଼ିଆ କରଣ କୁଳରେ 1252 ସାଲ (ଇଂ. 1845 ମସିହା) ଜ୍ୟେଷ୍ଠ ମାସରେ ଜନ୍ମଗ୍ରହଣ କରି 1301 ସାଲ ( 1894 ମସିହା) ଚୈତ୍ର ମାସରେ ଇହଧାମ ପରିତ୍ୟାଗ କରିଥିଲେ। କଟକ ଜିଲ୍ଲାର ଜୟପୁର ଗ୍ରାମ ଏହାଙ୍କର ଜନ୍ମଭୂମି। ଏହାଙ୍କ ପିତା ନରସିଂହଚରଣ ମଧ୍ୟ ଏହାଙ୍କ ପରି ଉଚ୍ଚ ରାଜପଦ ଲାଭ କରିଥିଲେ। ଏ ଉତ୍କଳର କଲ୍ୟାଣ ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ। ଏହାଙ୍କର ପୁତ୍ର ପୌତ୍ରମାନେ ମଧ୍ୟ ଉଚ୍ଚ ରାଜପଦବୀମାନ ଅଳଙ୍କୃତ କରିଥିଲେ ଓ ଅଛନ୍ତି। ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରୁ ଏ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟ୍ ପଦ ଲାଭ କରିଥିଲେ।] — [ଦ୍ର—ଏ ଓଡ଼ିଆ କରଣ କୁଳରେ1252ସାଲ (ଇଂ.1845ମସିହା) ଜ୍ୟେଷ୍ଠ ମାସରେ ଜନ୍ମଗ୍ରହଣ କରି1301ସାଲ (1894ମସିହା) ଚୈତ୍ର ମାସରେ ଇହଧାମ ପରିତ୍ୟାଗ କରିଥିଲେ କଟକ ଜିଲ୍ଲାର ଜୟପୁର ଗ୍ରାମ ଏହାଙ୍କର ଜନ୍ମଭୂମି ଏହାଙ୍କ ପିତା ନରସିଂହଚରଣ ମଧ୍ୟ ଏହାଙ୍କ ପରି ଉଚ୍ଚ ରାଜପଦ ଲାଭ କରିଥିଲେ ଏ ଉତ୍କଳର କଲ୍ୟାଣ ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ ଏହାଙ୍କର ପୁତ୍ର ପୌତ୍ରମାନେ ମଧ୍ୟ ଉଚ୍ଚ ରାଜପଦବୀମାନ ଅଳଙ୍କୃତ କରିଥିଲେ ଓ ଅଛନ୍ତି ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରୁ ଏ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟ୍ ପଦ ଲାଭ କରିଥିଲେ]