ନନ୍ଦ ଦୁଲାଳ Nanda dulāḻa

  • ଦେ. ବି (ସଂ. ନନ୍ଦ+ଦୁର୍ଲାଳିତ ବା ଦ୍ୱିଲାଳିତ) — (ନନ୍ଦଙ୍କ ପାଳିତ ପୁତ୍ର) ଶ୍ରୀକୃଷ୍ଣ — Srīkṛushṇa, the foster son of Nanda