ନଦୀ ମୁଖ Nadī mukha
- ସଂ. ବି. ( 6 ଷ୍ଠୀ ତତ୍, ନଦୀ+ମୁଖ) — ନଈର ମୁହାଣ; ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥାନ — The mouth of a river
- ସଂ. ବି. ( 6 ଷ୍ଠୀ ତତ୍, ନଦୀ+ମୁଖ) — (ନଦୀରୂପ ମୁଖ; ରୂପକ କର୍ମଧାରୟ) ସମୁଦ୍ରର ନଦୀରୂପ ଜଳ ନିଃସରଣ ପଥ — The outlet of a sea consisting of a river flowing out of it