ନଦୀ ବନ୍ୟା Nadī banyā

  • ସଂ. ବି. ( 6 ଷ୍ଠୀ ତତ୍; ନଦୀ+ବନ୍ୟା) — ନଈବଢ଼ି; ନଦୀର ଜଳବୃଦ୍ଧି; ବର୍ଷାଦି ଯୋଗୁଁ ନଦୀର ଜଳସ୍ଫୀତି — The floor or inundation of a river; the swelling of a river