ନଦାରତ୍(ଦ୍) Nadārat(d)

  • ବୈଦେ. ଅ. [ଆ. ନଦାରତ୍(ଦ୍)] — ନାସ୍ତି; ନାହିଁ — No; not
  • ବୈଦେ. ଅ. [ଆ. ନଦାରତ୍(ଦ୍)] — (ଯଥା—ତାଙ୍କର ଆମ ପ୍ରତି ଖାତିର୍ ନଦାରଦ୍।)
  • ବୈଦେ. ଅ. [ଆ. ନଦାରତ୍(ଦ୍)] — ଅନୁପସ୍ଥିତ; ଅସ୍ଥିର — Absent